ଛାତ୍ରଛାତ୍ରୀଙ୍କ ଅସୁରକ୍ଷିତ ଯାତ୍ରା

Advertisment
ଛାତ୍ରଛାତ୍ରୀଙ୍କ ଅସୁରକ୍ଷିତ ଯାତ୍ରା

ବୀରମହାରାଜପୁର: ବୀରମହାରାଜପୁରରେ ସ୍କୁଲ ୍‌ ଛାତ୍ରଛାତ୍ରୀ ମାନଙ୍କୁ ଅସୁରକ୍ଷିତ ଭାବେ ପରିବହନ କରାଯାଉଛି। ପିଲାମାନଙ୍କ ସୁରକ୍ଷାକୁ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ଆଖି ବୁଜି ଦେଉଥିବା ଦେଖାଯାଉଛି। ଫଳରେ ଅଧିକ ରୋଜଗାର ଆଶାରେ ଗୋଟିଏ ଅଟୋରେ ୧୨ରୁ ୧୫ ଜଣ ପିଲାଙ୍କୁ ନିଆଯାଉଛି। ଅଟୋରେ ପିଲାମାନଙ୍କୁ ନେବା ଆଣିବା ବିପଦପୂର୍ଣ୍ଣ ବୋଲି ନିର୍ଦେଶ ରହିଛି। ତଥାପି ଏସବୁ କାରବାର‌ ଖୋଲାଖୋଲି ଚାଲିଛି। ଏନେଇ ପୁଲିସ ପାଖରେ ମଧ୍ୟ ସୂଚନା ରହୁନାହିଁ। ପିଲାମାନେ ଯେପରି ଭାବେ ଅଟୋରେ ଯାତ୍ରା କରୁଛନ୍ତି ‌େଯ କୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ। ପିଲାମାନଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe