ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚାଲାଣ: ବନ୍ଧା ହେଲେ ଦମ୍ପତି

Advertisment
ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚାଲାଣ: ବନ୍ଧା ହେଲେ ଦମ୍ପତି

ସୋନପୁର: ସୋନପୁର ବିନିକା ରାସ୍ତା କର୍ତ୍ତଙ୍ଗଠାରେ ୨୦କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଖବର ପାଇ ସୋନପୁର ବିନିକା ରାସ୍ତା କର୍ତ୍ତଙ୍ଗଠାରେ ଅବକାରୀ ବିଭାଗ ଚଢ଼ଉ କରି ଧରିଛି। ଏହି ଘଟଣାରେ ମଧ୍ୟପ୍ରଦେଶର ଅନିଲ ସୋନି ଏବଂ ତାଙ୍କ ପତ୍ନୀ ରଜନୀ ସୋନୀଙ୍କୁ ଗିରଫ କରାଯାଇଛି। ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe