ରଥଯାତ୍ରାରୁ ଫେରୁଥିବା ବେଳେ ଟ୍ରେନରୁ ଖସିପଡ଼ି ନାବାଳକଙ୍କ ମୃତ୍ୟୁ

Advertisment
ରଥଯାତ୍ରାରୁ ଫେରୁଥିବା ବେଳେ ଟ୍ରେନରୁ ଖସିପଡ଼ି ନାବାଳକଙ୍କ ମୃତ୍ୟୁ

india rail info

ବୀରମହାରାଜପୁର: ଗତକାଲି ପୁରୀରୁ ରଥଯାତ୍ରା ଦେଖି ତପସ୍ଵିନୀ ଏକ୍ସପ୍ରେସରେ ଆସୁଥିବା ବେଳେ ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ବୁଟୁଖମନ୍ ଗ୍ରାମର ସଚ୍ଚିଦାନନ୍ଦ ପ୍ରଧାନ ଓରଫ୍ ବାବୁ ମୃତ୍ୟୁବରଣ କରିଛନ୍ତି। ବିଷ୍ଣୁଚରଣ ପ୍ରଧାନଙ୍କ ପୁଅ ସଚ୍ଚିଦାନନ୍ଦଙ୍କ ବୟସ ୧୭ ବର୍ଷ ବୋଲି ଜଣାଯାଇଛି। ତପସ୍ଵିନୀ ଏକ୍ସପ୍ରେସରୁ ଖସିପଡ଼ି ସେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ସାଙ୍ଗରେ ଥିବା ସମ୍ପର୍କୀୟମାନେ ସଚ୍ଚିଦାନନ୍ଦଙ୍କୁ ଗାଁକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରିଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe