କାଳ ବୈଶାଖୀ ଯୋଗୁଁ ଭାଙ୍ଗିଲା ଟେଣ୍ଟ୍: ରାତିସାରା କାମ କଲେ ନିର୍ବାଚନ ଅଧିକାରୀ ଓ କର୍ମଚାରୀ

Advertisment
କାଳ ବୈଶାଖୀ ଯୋଗୁଁ ଭାଙ୍ଗିଲା ଟେଣ୍ଟ୍: ରାତିସାରା କାମ କଲେ ନିର୍ବାଚନ ଅଧିକାରୀ ଓ କର୍ମଚାରୀ

ବୀରମହାରାଜପୁର: କାଳ ବୈଶାଖୀ ଯୋଗୁଁ ବୀରମହାରାଜପୁର କଲେଜ ପଡ଼ିଆରେ ଚାଲିଥିବା ନିର୍ବାଚନ ପରିଚାଳନା ଅନେକ ସ୍ଥାନରେ ଟେଣ୍ଟ ଭାଙ୍ଗିଯାଇଥିଲା। ବର୍ଷା ଓ ପବନକୁ ଖାତିରି ନକରି ରାତିସାରା ଚାଲିଥିଲା କାମ। ଏ ପର୍ଯ୍ୟନ୍ତ ଭୋଟ ବାସ୍କ ଓ ଇଭିଏମ୍ ମେସିନ୍ ରିସିଭ୍ କାର୍ଯ୍ୟ ଚାଲିଛି।

publive-image ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ବୀରମହାରାଜପୁର ନିର୍ବାଚନ ଅଧିକାରୀ ତଥା ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ରାତିସାରା କାମ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe