ଉଲୁଣ୍ଡାରେ ମହାବଳ ବାଘ

Advertisment
ଉଲୁଣ୍ଡାରେ ମହାବଳ ବାଘ

ଉଲୁଣ୍ଡା: ଉଲୁଣ୍ଡା ବ୍ଳକର ଚଡେଇପଙ୍କ ଗ୍ରାମର ଚାଷ ଜମି ହିଡ଼ରେ ଏକ ମହାବଳ ବାଘ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ସକାଳେ ଏହି ବାଘ ଯାଉଥିବା ଦୃଶ୍ୟକୁ ଦେଖି ଲୋକେ ଭିଡିଓ ସୁଟିଂ କରିଥିଲେ। ବାଘ ଯାଉଥିବା ଅତି ନିକଟରେ ଜଣେ ଲୋକ ମଧ୍ୟ୍ୟ ଚାଷ ଜମିକୁ ବୁଲି ଦେଖି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବାଘ ଚାଷୀଙ୍କୁ ଦେଖି ପାରି ନ ଥିଲା। ଏହି ବାଘର ଆବିର୍ଭାବ ହେବା ଏ ଅଂଚଳରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe