ସୁନ୍ଦରଗଡ଼ ପରିବହନ ବିଭାଗର ଧରପଗଡ଼: ପାଉଁଶ ବୋଝେଇ ୧୫ଟି ଭାରୀଯାନ ଜବତ, ୫.୮୫ ଲକ୍ଷ ଜରିମାନା

Advertisment
ସୁନ୍ଦରଗଡ଼ ପରିବହନ ବିଭାଗର ଧରପଗଡ଼: ପାଉଁଶ ବୋଝେଇ ୧୫ଟି ଭାରୀଯାନ ଜବତ, ୫.୮୫ ଲକ୍ଷ ଜରିମାନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ୧୫ ଟି କାରଖାନା ବର୍ଜ୍ୟ ପାଉଁଶ ବୋଝେଇ ୧୬ ଚକିଆ ଭାରୀଯାନ ଜବତ କରିଛି ସୁନ୍ଦରଗଡ଼ ପରିବହନ ବିଭାଗ। ଏହାଛଡ଼ା ୫ ଲକ୍ଷ ୮୫ ହଜାର ୪୫୦ ଟଙ୍କା ଜରିମାନା ଆଦାୟ କରିଛି।

ଦର୍ଲିପାଲିର ଏନଟିପିସିରୁ ଛତିଶଗଡ଼ ପଥଲଗାଁଓକୁ ପାଉଁଶ ନେଇ ଯାଉଥିବାବେଳେ ସୁନ୍ଦରଗଡ଼ କଲେଜ ବାଇପାସ୍ ନିକଟରେ ଯାଞ୍ଚ ବେଳେ ଧରାପଡ଼ିଛି ସମସ୍ତ ଗାଡ଼ି। ୧୪ ଟି ଗାଡ଼ି କ୍ଷମତାଠାରୁ ଅଧିକ ବୋଝେଇ ପାଇଁ ଓ ଅନ୍ୟଟି ଫାଇନ ବୈଧ ପରମିଟ ନଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ନେଇଛି ପରିବହନ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe