ରାଉରକେଲା: ୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ

Advertisment
ରାଉରକେଲା: ୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ

urbanmatter.com

ରାଉରକେଲା: କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଅବକାରୀ ପୁଲିସ। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ସୁରଜ୍ ସିଂହ(୨୮) ଓ ପ୍ରକାଶ ସ୍ୱାଇଁ(୨୨)। ସେମାନଙ୍କଠାରୁ ୭ କେଜି ୯ ଶହ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ପ୍ଲାଣ୍ଟସାଇଟ୍ ଥାନା ଅଂଚଳରେ ଥିବା ବିଭିନ୍ନ ପାନ ଗୁମୁଟି ଶହ ସିଧାସଳଖ ଗ୍ରାହକଙ୍କୁ ଗଞ୍ଜେଇ ବିକୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe