ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଯମୁନାନାକିରେ ଚାଲିଥିବା ବଡ଼ଧରଣର ଆଇପିଏଲ ବେଟିଂ ଆଡ୍ଡ଼ାରେ ବୀରମିତ୍ରପୁର ପୁଲିସ ଚଢ଼ାଉ କରିଛି। ଆଇପିଏଲ ବେଟିଂ ମାମଲାରେ ପୁଲିସ ନଅ ଜଣଙ୍କୁ ଗିରଫ କରିଛି। ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ପୁଲିସ ୧୮ଟି ମୋବାଇଲ, ଲାପଟପ, ଟାବଲେଟ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି।
ବୀରମିତ୍ରପୁରରେ ଆଇପିଏଲ ବେଟିଂ ବେଳେ ପୁଲିସର ଚଢ଼ାଉ: ୯ ଗିରଫ
Advertisment
Follow Us