ବାସନ୍ତୀ କଲୋନୀ ଭେଣ୍ଡିଂ ଜୋନରେ ଭଙ୍ଗା ହେଲା ୬୩ ଦୋକାନ, ନିର୍ମାଣ ହେବ ମାର୍କେଟ କମ୍ପ୍ଲେସ

Advertisment
ବାସନ୍ତୀ କଲୋନୀ ଭେଣ୍ଡିଂ ଜୋନରେ ଭଙ୍ଗା ହେଲା ୬୩ ଦୋକାନ,  ନିର୍ମାଣ ହେବ ମାର୍କେଟ କମ୍ପ୍ଲେସ

ରାଉରକେଲା : ନିର୍ମାଣର ମାତ୍ର ୬ ବର୍ଷ ମଧ୍ୟରେ ବାସନ୍ତୀ କଲୋନୀ ଭେଣ୍ଡିଂ ଜୋନରୁ ହଟିଲା ୬୩ରୁ ଅଧିକ ଦୋକାନ। ଆଜି ଆରଏମସି ପକ୍ଷରୁ ଦୋକାନଗୁଡିକ ଭଙ୍ଗା ଯାଇଛି। ଏହି ସ୍ଥାନରେ ଚାରି ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବାକୁ ଯାଉଛି। ତେବେ ଏହା କେବେ ହେବ ତାହା ଅଧିକାରୀ କହିପାରୁନାହାନ୍ତିl ଗତ ଛଅ ବର୍ଷ ତଳେ ରେଲୱେ ବ୍ରିଜ ନିର୍ମାଣ ସମୟରେ ଏଠାରେ ଦୋକାନୀଙ୍କୁ ଥଇଥାନ କରାଯାଇଥିଲା। ଏଥିରେ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe