ରାଉରକେଲା : ସିମେଣ୍ଟ ବୋଝେଇ ଟ୍ରକ ଚକ ତଳେ ଚାପି ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣାପଡିନି । ସେକ୍ଟର-୧୯ ପୁଲିସ ଶବ ଉଦ୍ଧାର କରି ମର୍ଗ ହାଉସକୁ ନେଇଛି ।
ସୂଚନା ଅନୁସାରେ ସୋମବାର ଅପରାହ୍ନ ପ୍ରାୟ ୩ଟା ରେ ରିଂ ରୋଡ଼ ସ୍ଥିତ ରାଉରକେଲା ହାଉସ-ସେକ୍ଟର-୨୦ ମଝିରେ ଏହି ଦୁର୍ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/11/WhatsApp-Image-2020-11-16-at-16.04.22.jpeg)