ଘର ଭିତରୁ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ 

Advertisment
ଘର ଭିତରୁ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ଉର୍ମେଇ ଗ୍ରାମର ମୂଳ ବାସିନ୍ଦା ତଥା ପୂର୍ବତନ ନିର୍ବାହୀ ଅଧିକାରୀ ଇସାକ ହେମ୍ବ୍ରମଙ୍କ ମୃତଦେହ ତାଙ୍କ ନିଜ ଉର୍ମେଇ ସ୍ଥିତ ବାସଗୃହରୁ ଉଦ୍ଧାର ହୋଇଛିl ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛିl ସଡ଼କ ଦୁର୍ଘଟଣାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛିl ବିଶ୍ରା ପୁଲିସ ଶବ ଜବତ ଘଟଣାର ତଦନ୍ତ କରୁଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe