ରାଉରକେଲା: ଏକ୍ସପ୍ରେସ ଟ୍ରେନରେ କଟି କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉଦିତନଗର କୁମ୍ଭାରପଡାର କୁମର ବାରିକ (୩୮)। ପାରିବାରିକ କଳହରୁ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ରେଳବାଇ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ଟ୍ରେନରେ କଟି ଡ୍ରାଇଭରଙ୍କ ମୃତ୍ୟୁ
Advertisment
Follow Us