ରେଳଧାରଣାରେ କଟିଗଲା ଛୁଆ ହାତୀ

Advertisment
ରେଳଧାରଣାରେ କଟିଗଲା ଛୁଆ ହାତୀ

କୋଇଡା: ରେଳ ଧାରଣାରେ କଟିଗଲା ଛୁଆ ହାତୀ। ମୃତଦେହ ଜଗି ରହିଛନ୍ତି ମା ହାତୀ ସହ ହାତୀପଲ। ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ପଡ଼ି ରହିଛି ଛୁଆ ହାତୀର ମୃତଦେହ।
ଘଟଣାସ୍ଥଳରେ ରକ୍ସି ରେଳ ସାଇଡ଼ିଂ ଅଧିକାରୀ ଓ ଜିଆରପି ପୁଲିସ୍ ପହଞ୍ଚିଛନ୍ତି, ହେଲେ ହାତୀପଲ ଜଗିରହିଥିବାରୁ ପାଖକୁ ଯିବା କଷ୍ଟକର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe