ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ବନଖଣ୍ଡ ବଡ଼ଗାଁ ବନାଞ୍ଚଳ କୁମତାମୁଣ୍ଡା ଗାଁରେ ଆଜି ଭୋରରେ ଏକ ଦନ୍ତା ହାତୀ ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଛି। ମୃତକ ହେଲେ ଗାଁର ବିଲିଅମ ବିଲୁଙ୍କ (୬୫)।

ସେ ତାଙ୍କ ବିଲାତି ବାଡିରେ ଶୋଇଥିବାବେଳେ ଭୋରରୁ ହାତୀ ଆସି ତାଙ୍କୁ ମାରିଦେଇଛି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe