ରାଉରକେଲା : ଲକ୍ଷେ ଦେଲେ ରାଉରକେଲା ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍ଆଇଟି)ରେ ଚାକିରି। ଏଭଳି ଲୋଭ ଦେଖାଇ ବନ୍ଧମୁଣ୍ଡା ଓ ଆର୍ଏସ୍ପି ସେକ୍ଟର ଅଞ୍ଚଳର ୫୦ରୁ ଅଧିକ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଆଇଜିଏଚ୍ କଲୋନିର ଅନିଲ ନାୟକ (୨୭) ନାମକ ଜଣେ ଯୁବକକୁ ଆଜି ବନ୍ଧମୁଣ୍ଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନିଲ ଠାରୁ ଏନଆଇଟିର ନିଯୁକ୍ତି ସମ୍ପର୍କିତ ଜାଲ କାଗଜପତ୍ର ଜବତ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଧମୁଣ୍ଡା ଥାନାଧିକାରୀ ସୁଶାନ୍ତ ଦାସ କହିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us