ରାଉରକେଲା: ବନ୍ଦ କାରଖାନା ଭିତରୁ ନରକଙ୍କାଳ ଉଦ୍ଧାର

Advertisment
ରାଉରକେଲା: ବନ୍ଦ କାରଖାନା ଭିତରୁ ନରକଙ୍କାଳ ଉଦ୍ଧାର

ରାଉରକେଲା: ବୁଧବାର ପୂର୍ବାହ୍ନରେ ଶିଳ୍ପାଞ୍ଚଳ ପ୍ଲଟ୍‌ ନମ୍ବର ସି ୧୦ ସ୍ଥିତ ବନ୍ଦ ହୋଇ ପଡ଼ିଥିବା ଏମ୍‌ଏସ୍‌ ପାଇପ୍‌ କାରଖାନା ମଧ୍ୟରୁ ନରକଙ୍କାଳ ଉଦ୍ଧାର କରାଯାଇଛି।
ରାଉରକେଲା ରଘୁନାଥପାଲି ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ମିଳିତ ହୋଇ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe