କୋଇଡ଼ାରେ ବଡ଼ଧରଣର ଚୋରି: ୪୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ଇଚ୍ଛାପୁର ଗାଁ’ରେ ସଶସ୍ତ୍ର ଡକାୟତି; ୮ ଭରି ସୁନା ଗହଣା, ୭ ଲକ୍ଷ ଟଙ୍କା ଲୁଟିନେଲେ

NPG.News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସାନଇନ୍ଦୁପୁର ଗ୍ରାମ ସ୍ଥିତ ରୁଙ୍ଗଟା କଲୋନୀଠାରେ ଗତକାଲି ବଡ଼ ଧରଣର ଚୋରି ହୋଇଥିବା ସୂଚନା ମିଳିଛି। ରାତିରେ କଲୋନୀ ଭିତରେ ଏକା ବେଳକେ ୧୫ଟି ଘରୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ସେମାନେ ପାଖାପାଖି ୪୦ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୫ରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଯାଇଥିବା ସୂଚନା ରହିଛି। କୋଇଡ଼ା ପୁଲିସ ଖବର ପାଇ ଘଟଣା ସ୍ଥଳରେ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe