ପୂର୍ଵ ଶତ୍ରୁତାରୁ କଟୁରିରେ ହାଣି ହତ୍ୟା

Advertisment
ପୂର୍ଵ ଶତ୍ରୁତାରୁ କଟୁରିରେ ହାଣି ହତ୍ୟା

facebook

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନାର ଖଡ଼ିଆବାହାଲ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଅଭାବନୀୟ କାଣ୍ଡ ଘଟିଯାଇଛି। ମଙ୍ଗଲ ମୁଣ୍ଡା ଘରେ ଥିବା ବେଳେ ସେହି ଗ୍ରାମର ଗାମୁଗା ମୁଣ୍ଡା ପହଞ୍ଚି ତାଙ୍କ ସହ ଯୁକ୍ତିତର୍କ କରିଥିଲା। ପରେ ଗାମୁଗା ଏକ କଟୁରିରେ ମଙ୍ଗଲ ମୁଣ୍ଡାର ମୁଣ୍ଡକୁ ବାରମ୍ବାର ହାଣିବାରୁ ସେ ରକ୍ତାକ୍ତ ଅବସ୍ଥାରେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ।

ସ୍ଥାନୀୟ ଲୋକ ତୁରନ୍ତ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି। ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe