ବଡ଼ଗାଁ ଧୁମାଗଡା ଗାଁରେ ଅଜଗର ଉଦ୍ଧାର !

Advertisment
ବଡ଼ଗାଁ ଧୁମାଗଡା ଗାଁରେ ଅଜଗର ଉଦ୍ଧାର !

ବଡ଼ଗାଁ :    ବନାଞ୍ଚଳ ଅନ୍ତର୍ଗତ ଧୂମାଗଡା ଗାଁରେ ଏକ ୬ ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର ହୋଇଛି l ଗାଁ ଲୋକ ସାପକୁ ଦେଖିବା ପରେ ବନବିଭାଗକୁ ସୂଚନା ଦେଇଥିଲେ l ପରେ ଅଂଚଳର ଜଣାଶୁଣା ସାପ ଧରାଳି ଅନିମେଷ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ଦଳ ସାପକୁ ଧରି ଜଙ୍ଗଲରେ ଛାଡ଼ିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe