ବଡ଼ଗାଁ ବନାଞ୍ଚଳ ଯାଜପୁର ଗାଁରୁ ଅଜଗର ଉଦ୍ଧାର 

Advertisment
ବଡ଼ଗାଁ ବନାଞ୍ଚଳ ଯାଜପୁର ଗାଁରୁ ଅଜଗର ଉଦ୍ଧାର 

ବଡ଼ଗାଁ (ସୁନ୍ଦରଗଡ଼): ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଯାଜପୁର ଗାଁର ଚାଷୀ ଯଶବନ୍ତ ପୃଷେଠଙ୍କ ଘରୁ ଆଜି ଗୋଟିଏ ଅଜଗର ଉଦ୍ଧାର ହୋଇଛି । ଘରେ ଅଜଗର ଥିବା ବିଷୟରେ ବଡ଼ଗାଁ ବନବିଭାଗକୁ ଖବର ଦେବାପରେ ବଡ଼ଗାଁ ବନ ବିଭାଗ ପକ୍ଷରୁ ସନ୍ଧ୍ୟାରାଣୀ ନାଏକ, ସଞ୍ଜୁ ବେହେରା ଓ ଅନ୍ୟ ବନକର୍ମଚାରୀ ଯାଇ ଏହାକୁ ଧରି ଜଙ୍ଗଲରେ ଛାଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe