ବ୍ଲଡ ବ୍ୟାଙ୍କରେ ପଶିଲା ବର୍ଷା ପାଣି

Advertisment

ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଲଡ ବ୍ୟାଙ୍କରେ ଲହଡ଼ି ମାରୁଛି ବର୍ଷା ପାଣି। ଗତ ତିନି ଦିନରୁ ସୁନ୍ଦରଗଡ଼ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ ବ୍ଲଡ ବ୍ୟାଙ୍କରେ ପାଣି ଭରିଯାଇଥିଲା।

ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଲଡ ବ୍ୟାଙ୍କରେ ଲହଡ଼ି ମାରୁଛି ବର୍ଷା ପାଣି। ଗତ ତିନି ଦିନରୁ ସୁନ୍ଦରଗଡ଼ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ ବ୍ଲଡ ବ୍ୟାଙ୍କରେ ପାଣି ଭରିଯାଇଥିଲା।

6c09dd3d-58ef-462e-8258-a6320af8a718

ସୁନ୍ଦରଗଡ: ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଲଡ ବ୍ୟାଙ୍କରେ ଲହଡ଼ି ମାରୁଛି ବର୍ଷା ପାଣି। ଗତ ତିନି ଦିନରୁ ସୁନ୍ଦରଗଡ଼ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ ବ୍ଲଡ ବ୍ୟାଙ୍କରେ ପାଣି ଭରିଯାଇଥିଲା। ବ୍ଲଡ ବ୍ୟାଙ୍କ୍ ଖୋଲିଲା ବେଳକୁ ଭିତରେ ପାଣି ଦେଖିବାକୁ ପାଇଥିଲେ କର୍ମଚାରୀ।

କର୍ମଚାରୀମାନେ ରୁମରୁ ପାଣି ବାହାର କଲା ପରେ ସ୍ଥିତି ସାମାନ୍ୟ ହୋଇଥିଲା କିନ୍ତୁ ସାମ୍ନା ପଟ ବାରଣ୍ଡାରେ ଲହଡ଼ି ମାରୁଥିଲା ବର୍ଷା ପାଣି । କେବଳ ଚଳିତ ବର୍ଷ ନୁହେଁ ଏଠାରେ ପ୍ରତି ବର୍ଷ ବର୍ଷା ଦିନରେ ସମାନ ଅବସ୍ଥା ଦେଖିବାକୁ ମିଳେ ବୋଲି କର୍ମଚାରୀ ଅଭିଯୋଗ କରିଛନ୍ତି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe