ନିଆଁ ଲାଗି ଜଳିଗଲା ଦୋକାନ ଗୃହ, ବାଇକ

Advertisment
ନିଆଁ ଲାଗି ଜଳିଗଲା ଦୋକାନ ଗୃହ, ବାଇକ

ରାଉରକେଲା: ସେକ୍ଟର ୨, ବି -୨୮୨ ପାଖରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତି ପ୍ରାୟ ୧୧. ୨୦ରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁରେ ୩ଟି ଦୋକାନଗୃହ ଜଳି ପାଉଁଶ ହୋଇଯାଇଛି। ଏହାସହ ଗୋଟିଏ ବାଇକ ମଧ୍ୟ ଜଳି ଯାଇଛି। ନିଆଁ ଲାଗିଥିବା ସ୍ଥାନ ନିକଟରେ ଏକ ଟେଣ୍ଟ ହାଉସ ଥିଲା। ଟେଣ୍ଟ ହାଉସର ବହୁ ସାମଗ୍ରୀ ପୋଡ଼ିଯାଇଥିବା ପ୍ରାଥମିକ ସୂଚନାରୁ ପ୍ରକାଶ।

ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe