ଚୋରି: ୨ ଅଭିଯୁକ୍ତ ଅଟକ

ଚୋରି: ୨ ଅଭିଯୁକ୍ତ ଅଟକ

ସୁନ୍ଦରଗଡ଼: ପତ୍ରାପଡ଼ାର ରବୀନ୍ଦ୍ର ରଣାଙ୍କ ଘରୁ ବିଭିନ୍ନ ସାମଗ୍ରୀ ଚୋରି କରି ଆଜି ତାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଟାଉନ ଥାନା ପୁଲିସ କାବୁ କରିଛି। ଉଭୟଙ୍କୁ ପଚରାଉଚରା ଜାରି ରଖିଛି। ଗତ ୯ ତାରିଖରେ ପତ୍ରାପଡ଼ାରେ ଦୁଇ ଅଭିଯୁକ୍ତ ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିଲେ। ଉକ୍ତ ଚୋରି ସାମଗ୍ରୀକୁ ବିକ୍ରି କରିବାକୁ ଅଭିଯୁକ୍ତ ଦ୍ୱୟ ଏକ ଦୋକାନକୁ ଆସିଥିବାବେଳେ ମାଲିକ ନିଜ ଚୋରି ସାମଗ୍ରୀକୁ ଚିହ୍ନଟ କରିଥିଲେ। ପରେ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe