ବିଷ ପିଇ ଜୀବନ ହାରିଲେ ଯୁବତୀ, ମୃତଦେହ ଉଦ୍ଧାର

Advertisment
ବିଷ ପିଇ ଜୀବନ ହାରିଲେ ଯୁବତୀ, ମୃତଦେହ ଉଦ୍ଧାର

ସୁନ୍ଦରଗଡ: ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଭାଟିପଡ଼ା କେନ୍ଦୁପତ୍ର ଅଫିସ୍ ପଛପଟ ବିଲରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ପାଖରୁ ବିଷ ବୋତଲ ରହିଛି। କୌଣସି କାରଣରୁ ଯୁବତୀଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତଳସରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଏ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe