ରାଉରକେଲା : ପିଏଲଏଫଆଇ ନାମରେ ବ୍ୟବସାୟୀଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଧମକ

Advertisment

ଦୁଇ ଗିରଫ, ବନ୍ଧୁକ, ଅଫୁଟା ଗୁଳି ଓ ମୋବାଇଲ ଜବତ

ଦୁଇ ଗିରଫ, ବନ୍ଧୁକ, ଅଫୁଟା ଗୁଳି ଓ ମୋବାଇଲ ଜବତ

ରାଉରକେଲା : ପିଏଲଏଫଆଇ ନାମରେ ବ୍ୟବସାୟୀଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଧମକ

ରାଉରକେଲା : ଗତ ମାର୍ଚ୍ଚ ୨୫ରେ ସିଭିଲଟାଉନସିପର କ୍ରସର ମାଲିକ ତଥା ସହରର ଜଣାଶୁଣା ବ୍ୟବସାୟୀଙ୍କୁ ପିଏଲଏଫଆଇ ସଦସ୍ୟ ରଞ୍ଜନ ଖେଡ଼ିଆ ନାଁରେ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ।

ଏହି ଘଟଣାରେ ରଘୁନାଥପାଲ୍ଲୀ ପୁଲିସ ଦୁଇ ଜଣକୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବୀରମିତ୍ରପୁରର ଚେତନ ଓରଫ ଶିବଦତ୍ତ ଜୟପୁରିଆ ଓ ସୁଶୀଲ ସମର l ଶିବଦତ୍ତ ଓ ସୁଶୀଲ  ନିକଟରୁ ପୁଲିସ ବନ୍ଧୁକ, ମାଗାଜିନ, ଦୁଇଟି ଅଫୁଟା ଗୁଳି, ଓ ମୋବାଇଲ ଫୋନ ଜବତ କରିଛିl ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe