ଲାଞ୍ଜିଗଡ଼-ଢେପଗୁଡ଼ା ଘାଟିରେ ଫସିଲା ଟ୍ୟାଙ୍କର

Advertisment
ଲାଞ୍ଜିଗଡ଼-ଢେପଗୁଡ଼ା ଘାଟିରେ ଫସିଲା ଟ୍ୟାଙ୍କର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ୬ନଂ ରାଜ୍ୟ ରାଜପଥ ଲାଞ୍ଜିଗଡ଼ -ଢ଼େପଗୁଡ଼ା ଘାଟି ପୋଲ ନିକଟରେ ଏକ ଟ୍ୟାଙ୍କର ଫସି ରହିଛି। ଟ୍ୟାଙ୍କରଟି ରାୟଗଡ଼ା ପଟୁ ଭବାନୀପାଟଣା ଯାଉଥିବା ସମୟରେ ଢେପଗୁଡା ଘାଟି ଉଠାଣିରେ ଉଠି ନପାରି ପଛକୁ ଗଡ଼ି ଆସିଥିଲା।

ପରେ ପୋଲ ଉପରେ ଫସି ରହିଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଯାତ୍ରୀବାହୀ ବସ୍‌, ଆମ୍ବୁଲାନ୍ସ ସମେତ ଶହ ଶହ ଗାଡ଼ିମଟର ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe