ପିଆରଏମ୍ ହସ୍ପିଟାଲରେ ଆରମ୍ଭ ହେଲା ଟେଲିମେଡିସିନ୍ ବ୍ୟବସ୍ଥା

Advertisment

କରୋନା ସମୟରେ ଘରେ ରହି ନେଇହେବ ଡାକ୍ତରୀ ପରାମର୍ଶ

କରୋନା ସମୟରେ ଘରେ ରହି ନେଇହେବ ଡାକ୍ତରୀ ପରାମର୍ଶ

ପିଆରଏମ୍ ହସ୍ପିଟାଲରେ ଆରମ୍ଭ ହେଲା ଟେଲିମେଡିସିନ୍ ବ୍ୟବସ୍ଥା

Medanta

ବାରିପଦା : କରୋନା ମହାମାରୀ ସମୟରେ ଘରେ ରହି ବିଭିନ୍ନ ଡାକ୍ତରୀ ପରାମର୍ଶ ନିମନ୍ତେ ପିଆରଏମ୍ ମେଡିକାଲ୍ ଏଣ୍ଡ୍ ହସ୍ପିଟାଲରେ ଆରମ୍ଭ ହୋଇଛି ଟେଲିମେଡିସିନ୍ ବ୍ୟବସ୍ଥା।

ସକାଳ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୬୫୫୦୫୧୩୦୭ ଏବଂ ୭୬୫୫୦୫୧୩୦୮ ମୋବାଇଲ୍ ନମ୍ବରରେ ସ୍ବାସ୍ଥ୍ୟସମସ୍ୟା ଜନିତ ଯେକୌଣସି ପରାମର୍ଶ ନିଆଯାଇପାରିବ ବୋଲି ପିଆରଏମ୍ ଅଧୀକ୍ଷକ ସୂଚନା ଦେଇଛନ୍ତି। କରୋନା ସମୟରେ ଗୁରୁତର ନଥିଲେ ହସ୍ପିଟାଲ ନଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କିତ ପରାମର୍ଶ ନିମନ୍ତେ ଆରମ୍ଭ ହୋଇଛି ଟେଲିମେଡିସିନ୍ ବ୍ୟବସ୍ଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe