ପ୍ଲାଟ୍‌ଫର୍ମରୁ ଅଜଣା ବୃଦ୍ଧଙ୍କ ଶବ ଉଦ୍ଧାର

ପ୍ଲାଟ୍‌ଫର୍ମରୁ ଅଜଣା ବୃଦ୍ଧଙ୍କ ଶବ ଉଦ୍ଧାର

YouTube

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନଂ ପ୍ଲାଟଫର୍ମରୁ ଆଜି ଜଣେ ଅଜଣା ବୃଦ୍ଧଙ୍କ ଶବ ଉଦ୍ଧାର କରାଯାଇଛି। ମୃତକଙ୍କ ବୟସ ପ୍ରାୟ ୮୦ ହୋଇଥିବା ବେ‌‌ଳେ ‌ତାଙ୍କ ନିକଟରୁ ମିଳିଥିବା କାଗଜ ଅନୁସାରେ, ସେ କେରଳର ହୋଇଥିବା ଆଶଙ୍କା କରାଯାଉଛି।

ଏହି ଘଟଣାରେ ଝାରସୁଗୁଡ଼ା ଜିଆର୍‌ପି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବୃଦ୍ଧଜଣଙ୍କ ୨-୩ ଦିନ ହେବ ପ୍ଲାଟଫର୍ମରେ ହିଁ ପଡ଼ି ରହିଥିଲେ ବୋଲି ଜିଆର୍‌ପି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe