ସିରିଜ ଚୋରି ଘଟଣା, ୩ ଜେଲ୍‌ ଗଲେ

ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ କିଛିଦିନ ହେଲା ସିରିଜ ଚୋରି ଘଟଣା ପୁଲିସର ମୁଣ୍ଡବ୍ୟଥାର କାରଣ ହୋଇଥିଲା। ମଙ୍ଗଳବାର ବିଭିନ୍ନ ସ୍ଥାନରେ ପୁଲିସ ଟିମ ଚଢ଼ଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ପିଣ୍ଟୁ ଜଗଦଲା (୨୫), ଯୁଧିଷ୍ଠିର ମହାନନ୍ଦ (୨୯) ଓ ବୃନ୍ଦାବନ ଭୋଇ (୩୭)। ଥାନା କେସ୍ ନମ୍ବର ୧୩୧/୨୨ରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe