ରାଇରଙ୍ଗପୁର: ଯୁବକଙ୍କ ତଣ୍ଟି କାଟି ହତ୍ୟା

Advertisment
ରାଇରଙ୍ଗପୁର: ଯୁବକଙ୍କ ତଣ୍ଟି କାଟି ହତ୍ୟା

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ ଜରାଡି ଷ୍ଟେସନ ରୋଡ୍‌ରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ତଣ୍ଟି କାଟି କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଳକ୍ଷ୍ମୀଧର ମୁଣ୍ଡା ଓ ତାଙ୍କ ଘର ତିରିଙ୍ଗ ଥାନା ଜରାଡ଼ି ଫାଣ୍ଡି ଅନ୍ତର୍ଗତ ମଲିକେଡ୍ୟାମ ଢ଼ିପାସାହିରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe