ଶିମିଳିପାଳ ଅଭୟାରଣ୍ୟରେ ବାର୍‌ହା ଶିକାର କଲା ବାଘୁଣୀ ‘ଯମୁନା’

Advertisment

ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା ବାଘୁଣୀ ‘ଯମୁନା’। ଶିମିଳିପାଳ ଅଞ୍ଚଳରେ ଥିବା କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ତାକୁ ଛଡ଼ାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟରେ ‘ଯମୁନା’ ପ୍ରଥମ କରି ବାର୍‌ହା ଶିକାର କରିଥିବା ଖବର ସାମ୍ନାକୁ ଆସିଛି...

Updated On

ଅଦ୍ୟତନ ହୋଇଛି
11ammzxapa

ବାରିପଦା: କିଛି ଦିନ ପୂର୍ବେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା ବାଘୁଣୀ ‘ଯମୁନା’। ଶିମିଳିପାଳ ଅଞ୍ଚଳରେ ଥିବା କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ତାକୁ ଛଡ଼ାଯାଇଥିଲା । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାଘୁଣୀକୁ ମହାରାଷ୍ଟ୍ରରୁ ଅଣାଯାଇଛି । ବାଘୁଣୀର ବୟସ ୨ ବର୍ଷ ୫ ମାସ। ଏବେ ଶିମିଳିପାଳ ପରିବେଶରେ ସହିତ ନିଜକୁ ଖାପଖୁଆଇଛି ‘ଯମୁନା’।

ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସମେତ ଏହି ଟିମ ଶନିବାର ମହାରାଷ୍ଟ୍ର ଜଙ୍ଗଲରୁ ବାଘୁଣୀକୁ ଚୟନ କରି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏଥିସହିତ ଆଇନ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଥିଲା। ସମସ୍ତ ପ୍ରକ୍ରିୟା କରି ଗୋଟିଏ ବାଘୁଣୀକୁ ଯନ୍ତା ଗାଡ଼ିରେ ସ୍ଥଳ ପଥ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe