ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ପୁଲିସ ଦୁଇ ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ୍ କରିଛି। ପୁଲିସ ଲୁଟେରାମାନଙ୍କ ଠାରୁ ୪୦ ଟି ଦାମୀ ମୋବାଇଲ ସହିତ ବାଇକ ଓ ମାରଣାସ୍ତ୍ର ଜବତ କରିଛି। ଗିରଫ୍ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ତାରିଣୀ ଦାସ ଓ ରାଜକୁମାର ଦାସ। ତାରିଣୀ ଓ ରାଜକୁମାର ଭଲ ମୋବାଇଲ୍ରେ ରାସ୍ତାରେ କଥା ହୋଇଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ବୋଲି ପୁଲିସ କହିଛି।
କେନ୍ଦୁଝର: ଦୁଇ ଲୁଟେରା ଗିରଫ, ୪୦ଟି ଦାମୀ ମୋବାଇଲ ଜବତ
Advertisment
Follow Us