ଟାଙ୍ଗୀ: ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

ଟାଙ୍ଗୀ: ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥର ରଥ ପେଟ୍ରୋଲ ପମ୍ପ ନିକଟରେ ଏକ ପର୍ଯ୍ୟଟକ ବସ ସହିତ ଏକ ପିକ୍‌ଅପ୍‌ ଭ୍ୟାନ୍‌ର ଧକ୍କା ହେବା ଫଳରେ ୧୫ରୁ ଊର୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

publive-image
ଆଜି ଭୋର ପ୍ରାୟ ୫ଟା ବେଳେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ କେତେକ ପର୍ଯ୍ୟଟକ ଏକ ବସ ଯୋଗେ ପୁରୀର ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ବେଳେ ଟାଙ୍ଗୀ ନିକଟରେ ଏକ ପିକ୍‌ ଭ୍ୟାନ ସହିତ ଧକ୍କା ହୋଇଥିଲା। ଫଳରେ ବସରେ ଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ୧୫ରୁ ଊର୍ଧ୍ୱ ଆହତ ହୋଇଥିଷଳ। ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe