କେନ୍ଦୁଝର: ବଙ୍ଗୀୟ ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁ

Advertisment
କେନ୍ଦୁଝର: ବଙ୍ଗୀୟ ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁ

କେନ୍ଦୁଝର:ଆଜି ସକାଳେ କେନ୍ଦୁଝରର ସାନଘାଗର ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କର କେନ୍ଦୁଝର ପାନ୍ଥନିବାସରେ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକଙ୍କ ନାମ ଦେବଦାସ ଚକ୍ରବର୍ତ୍ତୀ। ସେ ଓଡ଼ିଶା ଭ୍ରମଣରେ ଆସିଥିବା ଏକ ୨୮ ଜଣିଆ ଟିମରେ ସାମିଲ ହୋଇ ପଶ୍ଚିମବଙ୍ଗରୁ ଆସିଥିଲେ। ଗତକାଲି ରାତିରେ ସେ ଖାଇପିଇ ଶୋଇଥିଲେ। ଆଜି ସକାଳୁ ସେ ନ ଉଠିବାରୁ ତାଙ୍କୁ ସାଙ୍ଗରେ ଥିବା ଲୋକେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe