ମୟୂରଭଂଜ: ହଳ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ

Advertisment
ଯାଜପୁର: ଖେଳୁଥିବା ସମୟରେ କେନାଲରେ ବୁଡି ଶିଶୁ ପୁତ୍ର ମୃତ

indiatimes.com

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗିଡିଶୋଳ ଫଚାୟତ ନୂଆସାହି ଗ୍ରାମ ପାଖରେ ଏକ ନମ୍ବର ବିହୀନ ଟ୍ରାକ୍ଟର ହଳ କରୁଥିବା ବେଳେ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ନୂଆସାହି ଗ୍ରାମର ବାୟା ସିଂ (୩୦) ବୋଲି ଜଣାପଡ଼ିଛି। ସୂଚନା ମିଳିବା ପରେ ଝାରପୋଖରିଆ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଏହାକୁ ବ୍ୟବଛେଦ ପାଇଁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe