Franconia Conference
କୁଚିଣ୍ଡା: ବ୍ରଜରାଜନଗରରୁ ପଶ୍ଚିମବଙ୍ଗର ପୋଲାଘାଟ ଥର୍ମାଲ ପାଓ୍ଵାର ପ୍ଲାଣ୍ଟକୁ ଯାଉଥିବା ଏକ ମାଲ୍ବାହୀ ଟ୍ରେନ୍ ସୋମବାର ଅପରାହ୍ନରେ ବାଗି ଛାଡ଼ି ଚାଲି ଯାଇଥିବା ଖବର ମିଳିଛି। ଏହି ମାଲ୍ବାହୀ ଟ୍ରେନ୍ ଧାରୁଆଡିହି-ବାମରା ଷ୍ଟେସନର କୁଅଁରମାଲ ନିକଟରେ ୫ଟି ବଗିକୁ ଛାଡ଼ି ଚାଲି ଯାଇଥିଲା। କିଛି ଦୂର ପାଖାପାଖି ଗୋଟିଏ କିଲୋମିଟର ଯିବା ପରେ ହଠାତ ଟ୍ରେନ ଚାଳକ ଏହି ଘଟଣା ବିଷୟରେ ଜାଣି ପାରିଥିଲେ। ଏହାପରେ ତୁରନ୍ତ ପଛକୁ ଫେରିଥିଲେ ଏବଂ ଛାଡ଼ିଥିବା ୫ଟି ବଗିକୁ ମାଲ୍ବାହୀ ଟ୍ରେନ୍ ସହିତ ସଂଯୋଗ କରିଥିଲେ। ଏହାପରେ ଟ୍ରେନ୍କୁ ଆଗକୁ ବଢ଼ାଇ ଥିଲେ।
Follow Us