Current Affairs - Adda247
ଢେଙ୍କିକୋଟ: ଯଖପୁରା-ବାଂଶପାଣି ରେଳପଥ ଅନ୍ତର୍ଗତ ସୀତାବିଞ୍ଜି ଷ୍ଟେସନର ଛତିଆ ଗ୍ରାମ ନିକଟରେ ଗତକାଲି ରାତିରେ ଟ୍ରେନ୍ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଆଜି ସକାଳୁ ରେଳଧାରଣା ନିକଟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଷ୍ଟେସନମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଯାଜପୁରରୋଡ୍ ଜିଆର୍ପି ପହଞ୍ଚି ଶବ ଉଦ୍ଧାର କରିଛି। ମୃତକଙ୍କ ବୟସ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
Follow Us