ଖୋର୍ଦ୍ଧା: ଟ୍ରେନ୍‌ରୁ ଖସି ମହିଳା ମୃତ

Advertisment
ଖୋର୍ଦ୍ଧା: ଟ୍ରେନ୍‌ରୁ ଖସି ମହିଳା ମୃତ

ଖୋର୍ଦ୍ଧା: ଆଜି ସକାଳେ ଟ୍ରେନ୍‌ରୁ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ ହଠାତ ଟ୍ରେନ୍‌ରୁ ଖସି ପଡ଼ିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରାଉରକେଲା -ଗୁଣୁପୁର ରାଜ୍ୟରାଣୀ ଟ୍ରେନ୍‌୍ର ଯାତ୍ରା କରୁଥିବା ଜଣେ ମହିଳା ହଠାତ ଖୋର୍ଦ୍ଧା ଜିଲ୍ଲା କାଳୁପଡ଼ା ଷ୍ଟେସନ ନିକଟରେ ଟ୍ରେନ୍‌ରୁୁ ଖସି ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ଉପରେ ଟ୍ରେନ୍‍ ଚଢ଼ିଯିବା ସହିତ ତାଙ୍କୁ କାଟି ଦୁଇଗଡ଼ କରି ଦେଇଥିଲା। ମହିଳାଙ୍କ ପରିଚୟ ଜଣାପଡ଼ି ନାର୍ହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe