ବଜ୍ରପାତରେ ଜଳିଗଲା ତେନ୍ତୁୁଳିଗଛ

ବଜ୍ରପାତରେ ଜଳିଗଲା ତେନ୍ତୁୁଳିଗଛ

Freepik

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ମହାଦେଈଯୋଡ଼ା ପଞ୍ଚାୟତ ମଦରଙ୍ଗାଯୋଡ଼ି ଗାଁରେ ଶନିବାର ଅପରରାହ୍ନରେ ବଜ୍ରପାତରେ ଏକ ତେନ୍ତୁଳିଗଛ ଜଳିଯାଇଛି। କାଳବୈଶାଖୀ ପ୍ରଭାବରେ ଏଭଳି ହୋଇଛି। ବଜ୍ରପାତ ହେବାରୁ ଉକ୍ତ ଗଛ ଉପରେ ପଡିଥିବାରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

କିନ୍ତୁ ଗଛ ନିକଟରେ ଥିବା ଘରର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ସରପଞ୍ଚ ରମେଶ ମୁଣ୍ଡା ତୁରନ୍ତ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe