ଟ୍ରେଲର ଧକ୍କାରେ ଟିପର ଚାଳକଙ୍କ ମୃତ୍ୟୁ

Advertisment
ମାଇକେଲ୍‌ ବିୟର୍‌ ଫ୍ୟାକ୍ଟ୍ରି କୁଲିଂ ଟାୱାରରୁ ପଡ଼ି ଇଲେକ୍ଟ୍ରିସିଆନ୍‌ ମୃତ

Telegraph India

ଯୋଡ଼ା: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା ଛକରେ ଟ୍ରେଲର ଧକ୍କାରେ ଜଣେ ଟିପର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବାଲାଣି ଥାନା ଧନୁର୍ଜୟପୁୁର ପାଚେରିସାହିର ସାଧୁ ହେସା (୫୦)। ସାଧୁ ଆଜି ଭୋରରେ ବିଲେଇପଦା ଛକରେ ଚା' ପିଇ ଫେରୁଥିବା ବେଳେ ପଛରୁ ଏକ ଟ୍ରେଲର (ଜେଏଚ୍‌-୦୫-ବିଏକ୍ସ-୨୬୩୦) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe