ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

Advertisment
ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର ଚିର୍କେଲଗୁଡ଼ା ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍‌ (ଓଆର୍‌୨୪-୯୨୯୩) ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସୂଚନାନୁସାରେ ଭବାନୀପାଟଣାରୁ ଥୁଆମୂଳ ରାମପୁର ବ୍ଲକ୍‌ ଅଡ୍ରିକୁ ଚାଉଳ ନେଇ ଏକ ଟ୍ରକ୍‌ ଯାଉଥିଲା। ରାସ୍ତା ସଂକୀର୍ଣ୍ଣ ଥିବାରୁ ସାମ୍ନା ପଟରୁ ଆସୁଥିବା ଏକ ବାଇକ୍‌କୁ ରାସ୍ତା ଦେବାକୁ ଯାଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe