ଟ୍ରକ-ପିକଅପ୍‌ ଭ୍ୟାନ୍ ଧକ୍କା: ୨ ମୃତ, ଡ୍ରାଇଭର ଗୁରୁତର

Advertisment

ହିଞ୍ଜିଳି ଥାନା ପିତ୍ତଳ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଓଭରଟେକ୍ କରିବାକୁ ଯାଇ ଟ୍ରକ ସହ  ଏକ ପିକଅପ୍‌ ଭ୍ୟାନ୍ ଧକ୍କା ହୋଇଛି। ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଭଣ୍ଡାରୀବସାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା...

aaaa

ଆସିକା: ହିଞ୍ଜିଳି ଥାନା ପିତ୍ତଳ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଓଭରଟେକ୍ କରିବାକୁ ଯାଇ ଟ୍ରକ ସହ  ଏକ ପିକଅପ୍‌ ଭ୍ୟାନ୍ ଧକ୍କା ହୋଇଛି। ଦୁର୍ଘଟଣାରେ ପିକଅପ୍‌ ଭ୍ୟାନ୍‌ରେ ଥିବା ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର କାଚ କାଟି ମୃତକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗୁରୁତର ଅବସ୍ଥାରେ ଡ୍ରାଇଭର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।  ୨ ଜଣ ମୃତକ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁର ସୁମନ୍ତ ଗନ୍ତାୟତ ଏବଂ ଅଜିତ ବାଡ଼ତ୍ୟା ବୋଲି ସୂତ୍ରରୁ ପ୍ରକାଶ ।

 ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଭଣ୍ଡାରୀବସାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe