ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ ଛକରେ ବାଲେଶ୍ୱରରୁ କଟକ ଯାଉଥିବା ଏକ ବସ ସହିତ ଏକ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବସ୍ର ଆଗ ପାଖ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ୍ରେ ଥିବା ୫୦ରୁ ଉର୍ଧ୍ୱ ଯାତ୍ରୀ ଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ।
ଯାଜପୁର: ବସ - ଟ୍ରକ ଧକ୍କା, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ
Advertisment
Follow Us