ରାଉରକେଲା: ମହିଳା ଏଲଆଇସି ଏଜେଣ୍ଟଙ୍କୁ  ତଣ୍ଟି କାଟି ହତ୍ୟା ଅଭିଯୋଗରେ ଦୁଇ ଗିରଫ

Advertisment
ରାଉରକେଲା: ମହିଳା ଏଲଆଇସି ଏଜେଣ୍ଟଙ୍କୁ  ତଣ୍ଟି କାଟି ହତ୍ୟା ଅଭିଯୋଗରେ ଦୁଇ ଗିରଫ

ରାଉରକେଲା: ଗତ ଫେବ୍ରୁଆରି ୧୫ ତାରିଖ ରାତିରେ  ଏଲଆଇସି ଏଜେଣ୍ଟ ଥିବା ସୁଜାତା ମହାପାତ୍ରଙ୍କୁ ସେକ୍ଟର ୭ ଅଞ୍ଚଳରେ  ତଣ୍ଟି କାଟି ହତ୍ୟା କରିବା ଘଟଣାରେ ରାଉରକେଲା  ସେକ୍ଟର ୭ ଥାନା ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ   ଗିରଫ କରିଛି। ଗିରଫ ଦୁଇଜଣ ଯୁବକ ହେଲେ  ସାଗର ମୁଖୀ ଓ ଭୋଲ ମୁଖୀ। ଉଭୟ ଅଭିଯୁକ୍ତ ସୁଜାତାଙ୍କ ପାଖରେ ଏଲଆଇସି କରିଥିଲେ। ଟଙ୍କା ନେଣଦେଣକୁ  ନେଇ ଏହି ହତ୍ୟାକାଣ୍ଡ ଘଟିଥିବା  କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe