ଦୁଇ ଏଟିଏମ୍‌ ଲୁଟେରା ଗିରଫ, ୭୦ହଜାର ଟଙ୍କା ଜବତ

Advertisment
ଏଟିଏମ୍‌ ଲୁଟେରାକୁ କାବୁ କଲେ ଇଂଜିନିୟରିଂ ଛାତ୍ର

ବାରିପଦା: ବାରିପଦା ପୁଲିସ ସୋମବାର ଦୁଇଜଣ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ଦୁଇ ଗିରଫ ଲୁଟେରାଙ୍କ ନାମ ମନିକା ସିଂହ ଓ ଅକ୍ଷୟ ମିଶ୍ର ବୋଲି ଜଣାପଡ଼ିଛି। ଦୁହିଁଙ୍କ ଠାରୁ ୭୦ହଜାର ଟଙ୍କା ପୁଲିସ ଜବତ କରିଛି। ଅଭିଯୁକ୍ତ ମନିକା ସିଂହର ଘର ଶ୍ରୀପଡ଼ାଗଞ୍ଜ ଓ ଅକ୍ଷୟ ମିଶ୍ର ଘର ବାରିପଦାର ପ୍ରଫୁଲ୍ଲ ନଗରରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe