ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇ ମୃତ

ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇ ମୃତ

ନୟାଗଡ଼ : ନୟାଗଡ଼ ସଦର ଥାନା ଅଧୀନ ଷଠିଆପଲ୍ଲୀ ଗ୍ରାମରେ ବୁଧବାରଦିନ ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଯାଇଛି ।  ବଡ଼ ଭାଇ ଚନ୍ଦ୍ରଶେଖର ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନଭାଇ ରୁଦ୍ରମାଧବ ଅଙ୍ଗନଓ୍ବାଡି ଯାଉଥିଲେ । ଅପରାହ୍ଣ ପ୍ରାୟ ୩ଟା ବେଳେ ଗାଁ ପୋଖରୀକୁ ଶୈ।ଚ ହେବାକୁ ଯାଇଥିବା ବେଳେ ବୁଡିଯାଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe