ବାଇକ୍‌ରେ ଘରକୁ ଫେରିବା ବେଳେ ଚାପିଦେଲା ଟ୍ରକ୍‌, ୨ ମୃତ

Advertisment
ହାଟରୁ ଘରକୁ ଫେରିବା ବେଳେ ଟ୍ରକ୍‌କୁ ପିଟିଲା ଟ୍ରକ, ୭ ଗୁରୁତର

Sambad

ଦେବଗଡ଼: ବାରକୋଟ ବ୍ଲକ ଅନ୍ତର୍ଗତ ବଡ଼କୁଦର ଗ୍ରାମ ନିକଟରେ ଶନିବାର ରାତିରେ ଟ୍ରକ୍‌ ଚାପାରେ ୨ ଯୁବକର ମୃତ୍ୟୁ ଘଟିଛି। ମୃତକ ୨ଜଣ ହେଲେ ଜାଲିସୁଆଁ ଗ୍ରାମର ସୁରେନ୍ଦ୍ର ମହନ୍ତ ଓ ଲିପୁ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ଜାଲିସୁଆଁ ଗ୍ରାମର ସୁରେନ୍ଦ୍ର ଓ ଲିପୁ ରାତିରେ ବାଇକରେ ଘରକୁ ଫେରୁଥିବାବେଳେ ବଡ଼କୁଦର ଗ୍ରାମ ଛକ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ବାରକୋଟ ଡାକ୍ତରଖାନରେ ଚିକିତ୍ସାଧୀନ ଅବସ୍ଥାରେ ଲିପୁଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଘଟଣାସ୍ଥଳରେ ବାରକୋଟ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe