ପୁରୀ: ଗାଧୋଇବାକୁ ଯାଇଥିଲେ, କୁଶଭଦ୍ରାରେ ନିଖୋଜ ହୋଇଗଲେ ୩ ଛାତ୍ର

Advertisment
ପୁରୀ: ଗାଧୋଇବାକୁ ଯାଇଥିଲେ, କୁଶଭଦ୍ରାରେ ନିଖୋଜ ହୋଇଗଲେ ୩ ଛାତ୍ର

File photo

ନିମାପଡ଼ା: କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକ ମଙ୍ଗଳବାର ବୁଡ଼ି ଯାଇଥିବା ସୂଚନା ମିଳିଛି। ତିନି ଜଣ ଛାତ୍ର ନିମାପଡ଼ା ଧୀରପୁର ଘାଟରେ ବୁଡ଼ି ଯିବା ପରେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ କର୍ମଚାରୀ ତଳାସି ଜାରି ରଖିଛନ୍ତି। ବୁଡ଼ି ଯାଇଥିବା ଛାତ୍ରମାନେ ପରୀକ୍ଷା ଶେଷ ହେବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe