ଜୟପୁର: ଖସିପଡ଼ିଲା ସ୍ଲାବ ଅଳ୍ପକେ ବର୍ତ୍ତିଲେ ଛାତ୍ର

Advertisment
ଜୟପୁର: ଖସିପଡ଼ିଲା ସ୍ଲାବ ଅଳ୍ପକେ ବର୍ତ୍ତିଲେ ଛାତ୍ର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ ଅନ୍ତର୍ଗତ ରଣ୍ଡାପଲ୍ଲୀ ପଲିଟେକ୍‌ନକରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣାର ଛାତ୍ର ମାନେ ବର୍ତ୍ତି ଯାଇଛନ୍ତି। ପଲିଟେକ୍ନିକ୍‌ର ନିର୍ମାଣାଧୀନ ଗୃହର ସ୍ଲାବ ଖସି ୪ଟି ବାଇକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ କୌଣସି ଛାତ୍ର ଏଥିରେ ଆହତ ହୋଇ ନାହାଁନ୍ତି। ଏହାକୁ ନେଇ ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe