ଚିଲିକାରେ ଭାସୁଥିବା ଅଜଣା ମୃତଦେହ ଉଦ୍ଧାର

କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା ନୂଆପଡା ଗ୍ରାମ୍ୟତଳି ଚିଲିକା ତେଣ୍ଟା ଧୁଆ ଫାର୍ମ ନିକଟରେ ରାତ୍ର ୧୧ଘଣ୍ଟା ସମୟରେ ଅଜଣା ବ୍ୟକ୍ତିର ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ...

ଅଦ୍ୟତନ ହୋଇଛି
1abzxpzaw

ଖୋର୍ଦ୍ଧା: କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା ନୂଆପଡା ଗ୍ରାମ୍ୟତଳି ଚିଲିକା ତେଣ୍ଟା ଧୁଆ ଫାର୍ମ ନିକଟରେ ରାତ୍ର ୧୧ଘଣ୍ଟା ସମୟରେ ଅଜଣା ବ୍ୟକ୍ତିର ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ।  

ରାତ୍ର ୧୨ ଟା ସମୟରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।  ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe